କେରଣ୍ଟ କରିବା Keranṭa karibā

  • ଦେ. କ୍ରି — 'କେରଣ୍ଟ' ସର୍ତ୍ତରେ ଦୁଇ ଜଣ ପରସ୍ପର ମଲ୍ଲଯୁଦ୍ଧରେ ପ୍ରବର୍ତ୍ତିବା — To engage in a bout on condtion that the winner will give up fight as soon as the loser pronounces 'Keraṇṭa'
  • ଦେ. କ୍ରି — ଭୀମସେନ ବୋଲେ ରେ ଅସୁରେଶ୍ୱର ଶ୍ରେଷ୍ଠ ଧର୍ମଯୁଦ୍ଧ ତୋର ମୋର କରିବା କେରଣ୍ଟ। ସାରଳା, ମହାଭାରତ।