କେଣିକି Keṇiki

  • ଦେ. ଅ — କେଉଁ ଦିଗକୁ? — To what direction
  • ଦେ. ଅ — କେଉଁ ସ୍ଥାନକୁ? କେଉଁ ଠାକୁ? — To what place?
  • ଦେ. ଅ — ପଳାଇ କେଣିକି ଗଲୁରେ ଜାନକୀ ମୋର ଏହି ଦୁଃଖ ଦେଖି ରେ। ବିଶ୍ୱନାଥ, ବିଚିତ୍ରରାମାୟଣ।