କେଡ଼୍ କେଡ଼େଇବା Keṟḍ̠ker̲ḍ̠eibā

  • ପ୍ରାଦେ. (ସମ୍ବଲପୁର) କ୍ରି — ଖାଇବା ପାଇଁ କୌଣସି ଫଳକୁ ଧରି ଦାନ୍ତରେ କୋରିବା — To scrape fruits with one's teeth
  • ପ୍ରାଦେ. (ସମ୍ବଲପୁର) କ୍ରି — କଅଁଲ୍ ପାଇଲେ ମାଙ୍କଡ଼ କେଡ଼୍କେଡ଼େ ସନ୍। ସମ୍ବଲପୁରୀ. ଢଗ।