କେଣେ ଯିବା Keṇej̄ibā

  • ଦେ. କ୍ରି. — ଉଭେଇ ଯିବା — To vanish; to disappear
  • ଦେ. କ୍ରି. — ମୋହିନୀ ରୂପ ଗଲା କେଣେ ଯେ ରୂପ ଅମୃତ କାରଣେ—ଜଗନ୍ନାଥ, ଭାଗବତ।
  • ଦେ. କ୍ରି. — (ପ୍ରଶ୍ନାର୍ଥକ) କେଉଁଠାକୁ ଯିବା? — (interrogative) to go where?