କେଡ଼େକ Keṟḍ̠eka

  • ଦେ. (ପ୍ରାଚୀନ ପଦ୍ଯ) ବିଣ. ଓ ବିଣର ବିଣ — କେଡ଼େ (ଦେଖ) — Keṟḍ̠e (See)
  • ଦେ. (ପ୍ରାଚୀନ ପଦ୍ଯ) ବିଣ. ଓ ବିଣର ବିଣ — କୃଷ୍ଣବଲ୍ଲଭ ପୋଏ ଗୋ କେଡ଼େକ ବଳିୟାର—ମହାଦେବ, ନୃସିଂହପୁରାଣ।