କୁହୁଳା Kuhuḻā

  • ଦେ. ବି. (ସଂ. କୁହେଳି) — ନିଆଁ ଲାଗି ଜଳିବା ପୂର୍ବରୁ ଚୁଲିରେ ଖଞ୍ଜା ହେବା କାଠ ଆଦିରୁ ଧୂଆଁଉଠିବା — Smoking of the fuel before being ablaze; smouldering
  • ଦେ. ବି. (ସଂ. କୁହେଳି) — ଚୁଲିରେ ନିଆଁ ଲଗାଇବା ପାଇଁ ପ୍ରଥମେ ଦିଆ ଯିବା଼ ନିଆଁ ଲୁଣ୍ଡା — The imflammable twigs. straw etc applied to the fuel for igniting it
  • ଦେ. ବି. (ସଂ. କୁହେଳି) — ହାଣ୍ଡିଶାଳ ଦୁଆରେ ଘସିକୁହୁଳା ଥୋଇ ଦେଇଛି— ଫକୀରମୋହନ, ଗଳ୍ପସ୍ୱଳ୍ପ।
  • ଦେ. ବିଣ — ପୋଡ଼ା; ପୋଡ଼ି ଯାଇଥିବା; ଦଗ୍ଧ (ଖାଦ୍ୟଦ୍ରବ୍ୟ) — Burnt; overbaked (food)
  • ଦେ. ବିଣ — କାଠ ଜଳିବା ପୂର୍ବରୁ ଧୂଆଁ ବାହାରୁଥିବା (ଚୁଲ୍ଲୀ) — Smoking or smouldering (oven)