କୁହୁରିବା Kuhuribā

  • ପ୍ରାଦେ. (ସମ୍ବଲପୁର) କ୍ରି — ବେଦନାସୂଚକ କୁନ୍ଥନ ଧ୍ୱନି କରିବା — The emit a straining sound while suffering pain (said of a man suffering from some disease.)
  • ପ୍ରାଦେ. (ସମ୍ବଲପୁର) କ୍ରି — (ଯଥା—ସେ ଜରେ କୁହୁର୍ଛେ।)
  • ପ୍ରାଦେ. (ସମ୍ବଲପୁର) କ୍ରି — କୁହୁକୁହୁ ରାବ କରିବା — To coo
  • ପ୍ରାଦେ. (ସମ୍ବଲପୁର) କ୍ରି — ଚୂତାଙ୍କୁର ଧରି କୁହୁ କୁହୁରନ୍ତି ରଙ୍ଗେ ଉଧଟପିକର ବାଣୀ ବିଯୋଗୀ ବିହଙ୍ଗେ—ପ୍ରାଚୀ, ଉସବାରିଧି।