କୁହୁଳିଯିବା Kuhuḻij̄bā

  • ଦେ. କ୍ରି — ପୋଡ଼ିଯିବା — To be overbaked or over-burnt
  • ଦେ. କ୍ରି — (ଲକ୍ଷଣାର୍ଥ)—ଲଜ୍ଜା ବା ଈର୍ଷାରେ ମୁହଁ ବିବର୍ଣ୍ଣ ହେବା; ଲଜ୍ଜାବନତ ହେବା — To turn pale with a sense of shame or envy