କୁହୁଳିବା Kuhuḻibā

  • ଦେ. କ୍ରି. (ସଂ. କୁହେଳି=ଅନ୍ଧକାର) — ନିଆଁ ଜଳିବା ପୂର୍ବରୁ ଧୂଆଁ ହେବା — To smoke or smoulder before ignition
  • ଦେ. କ୍ରି. (ସଂ. କୁହେଳି=ଅନ୍ଧକାର) — ଭିତରେ ଭିତରେ ନିଆଁ ଜଳିବା — To smother; to undergo the process internal cumbustion
  • ଦେ. କ୍ରି. (ସଂ. କୁହେଳି=ଅନ୍ଧକାର) — ପୋଡ଼ିଯିବା — To be overbaked or burnt
  • ଦେ. କ୍ରି. (ସଂ. କୁହେଳି=ଅନ୍ଧକାର) — (ଲକ୍ଷଣାର୍ଥ) ବାହାରେ ପ୍ରକାଶ ନ ପାଇ ଭିତରେ ବିଦ୍ୟମାନ ଥିବା — To be latent
  • ଦେ. କ୍ରି. (ସଂ. କୁହେଳି=ଅନ୍ଧକାର) — ଦୁଷ୍କୃତି କୁହୁଳୁ ଥାଏ ଅଲକ୍ଷିତେ—ରାଧାନାଥ, ଦଶରଥବିୟୋଗ।
  • ଦେ. କ୍ରି. (ସଂ. କୁହେଳି=ଅନ୍ଧକାର) — (ଲକ୍ଷଣାର୍ଥ) ଆନ୍ତରିକ କ୍ରୁଦ୍ଧ ହେବା — To be angry; to burn with rage
  • ଦେ. କ୍ରି. (ସଂ. କୁହେଳି=ଅନ୍ଧକାର) — (ଯଥା—ସେ ରାଗରେ କୁହୁଳୁଛି।)