କୁଶେଶୟ Kuṡeṡaya
- ସଂ. ବି. (କୁଶେ=କୁଶେର=ଜଳରେ+ଶୀ ଧାତୁ= ଶୋଇବା+କର୍ତ୍ତୃ. ଅ) — ପଦ୍ମ — Lotus
- ସଂ. ବି. (କୁଶେ=କୁଶେର=ଜଳରେ+ଶୀ ଧାତୁ= ଶୋଇବା+କର୍ତ୍ତୃ. ଅ) — କଇଁ — Water-lily
- ସଂ. ବି. (କୁଶେ=କୁଶେର=ଜଳରେ+ଶୀ ଧାତୁ= ଶୋଇବା+କର୍ତ୍ତୃ. ଅ) — ସାରସପକ୍ଷୀ — 2. Indian crane
- ସଂ. ବି. (କୁଶେ=କୁଶେର=ଜଳରେ+ଶୀ ଧାତୁ= ଶୋଇବା+କର୍ତ୍ତୃ. ଅ) — ମରାଳ; ହଂସ — Drake; swan
- ସଂ. ବି. (କୁଶେ=କୁଶେର=ଜଳରେ+ଶୀ ଧାତୁ= ଶୋଇବା+କର୍ତ୍ତୃ. ଅ) — କର୍ଣ୍ଣିକାର ବା କନିଅର ଗଛ — A tree with yellow flowers and poisonous berries; Thevetia Nerifloria
- ସଂ. ବିଣ. ପୁଂ — ବ୍ରତାଦିର ନିୟମପାଳନ ନିମନ୍ତେ ଯେଉଁ ବ୍ଯକ୍ତି କୁଶାସନରେ ଶୁଏ — One who sleeps on a mat of Kuṡa grass as a penance while observing certain vows