କୁଶୋଦକ Kuṡodaka

  • ସଂ. ବି. (ମ. ପ. ଲୋ; କୁଶସ୍ପୃଷ୍ଟ ଉଦକ) — ଦାନାଦି ସମୟରେ ବ୍ଯବହୃତ କୁଶସ୍ପୃଷ୍ଟ ମନ୍ତ୍ରପୂତ ଜଳ — water consecrated by being touched with the Kuṡa grass during religious rites