କୁଶ୍ Kuṡ

  • ପ୍ରାଦେ. (ସମ୍ବଲପୁର) ବି. (ସଂ. କ୍ରୋଶ) — କ୍ରୋଶ; ଦୁଇ ମାଇଲ୍ ଦୂରତ୍ୱ — A unit of distance; two miles