କୁଶୂଳ Kuṡūḻa
- ସଂ. ବି — ଧାନକୋଠି; ଶସ୍ୟାଗାର; ଅମାର — Granary
- ସଂ. ବି — ଭଣ୍ଡାର — Store-room; treasury
- ସଂ. ବି — ତୁଷାଗ୍ନି; ଚଷୁର ନିଆଁ — Fire made of chaff
- ସଂ. ବି — କରେଇ (ହି. ଶବ୍ଦସାଗର) — Frying pan
- ସଂ. ବି — ଦୁଃଖଦାୟକ ଶୂଳରୋଗ — Painful colic
- ସଂ. ବି — ଦ୍ରବ୍ୟ ସଞ୍ଚୟ କରିବା ଆଧାର — Cupboard