କୁରୁଡ଼ Kuruṟḍ̠a

  • ପ୍ରାଦେ. (ସମ୍ବଲପୁର) ବି — ହଳ ହୋଇଥିବା ବିଲର ବନ୍ଧୁର ଶୁଖିଲା ମାଟିକୁ ଚଳାଇ ବିଲକୁ ସମତଳ କରିବା ପାଇଁ ବ୍ଯବହୃତ ମଇ — A ladder for levelling a ploughed field