କୁରୁଜାଙ୍ଗଳ Kurujāṅgaḻa
- ସଂ. ବି — କୁରୁକ୍ଷେତ୍ର (ଦେଖ) — Kurukshetra (See)
- ସଂ. ବି — କୁରୁଜାଙ୍ଗଳକୁ ଲଙ୍ଘିଲେ ଯିବାରେ। କୃଷ୍ଣସିଂହ, ମହାଭାରତ, ସଭା।
- ସଂ. ବି — ପାଞ୍ଚାଳ ଦେଶର ପଶ୍ଚିମରେ ଅବସ୍ଥିତ ପ୍ରାଚୀନ ଦେଶ— ବିଶେଷ — Name of an ancient country to the west of Pān̄chāḻa
- ସଂ. ବି — ରଥେ ବସିଲେ ଚକ୍ରପାଣି, କୁରୁଜାଙ୍ଗଳ ଦେଶ ଜିଣି। ସାରଳା, ମହାଭାରତ, ବନ।