କୁରୁଡଙ୍ଗ Kurudaṅga

  • ପ୍ରାଦେ. (ଗଡ଼ଜାତ) ବି — ଏକପ୍ରକାର ବନ୍ୟ ଗଛ — A kind of wild tree
  • ପ୍ରାଦେ. (ଗଡ଼ଜାତ) ବି — [ଦ୍ର—ଏହାର ଫଳକୁ କୁଟି ଜଳାଶୟାଦିର ପାଣିରେ ପକାଇଲେ ତହିଁରେ ମାଛମାନେ ବଉଳି ଯାଇ ଭାସି ଉଠନ୍ତି।]