କୁରୁଡ଼ିବା Kuruṟḍ̠ibā

  • ପ୍ରାଦେ. (ସମ୍ବଲପୁର) କ୍ରି — ମଇ ଦେବା; ମଇ ଦେଇ ଚାଷ— ଜମିକୁ ସମାନ କରିବା — To level up a ploughed field by dragging a ladder over it
  • ଦେ. କ୍ରି. (ସଂ. କଳରବ) — ଅତ୍ୟନ୍ତ ଅହ୍ଲାଦରେ ହସିବା; ଅଟ୍ଟହାସ କରିବା — To laugh loudly in glee