କୁମେଦ୍ Kumed

  • ବୈଦେ. ବିଣ (ତୁର୍କି. କୁମ୍ମୈତ୍) — ଲାଖ ପରି ନାଲି ବର୍ଣ୍ଣଯୁକ୍ତ (ଘୋଡ଼ା) — (horse) Of red colour like lac
  • ବୈଦେ. ବିଣ (ତୁର୍କି. କୁମ୍ମୈତ୍) — [ଦ୍ର—ଏ ବର୍ଣ୍ଣର ଘୋଡ଼ା ଖୁବ ପରିଶ୍ରମୀ ଓ ଶୀଘ୍ରଗାମୀ ହୁଅନ୍ତି।]