କୁମ୍ନା Kumnā

  • ପ୍ରାଦେ. (ସମ୍ବଲପୁର) ବି.—(ସଂ. କୁପିନୀ=ଜାଲ) — ମାଛ ଧରିବା ପାଇଁ ବାଉଁସ ନିର୍ମିତ ଯନ୍ତ୍ରବିଶେଷ — A contrivance made of bamboo to catch fish