କୁମ୍ପା Kumpā

  • ଦେ. ବି. (ସଂ. କୂପ; କୂପୀ) — ତରଳ ପଦାର୍ଥ ରଖିବା ନିମନ୍ତେ ସରୁମୁହାଁ ପାତ୍ରବିଶେଷ — A large oil-bottle of leather
  • ଦେ. ବି. (ସଂ. କୂପ; କୂପୀ) — [ଦ୍ର—ଛୋଟ କୁମ୍ପାକୁ କୁମ୍ପି ବୋଲାଯାଏ।]