କୁମ୍ପି Kumpi

  • ଦେ. ବି — ଛୋଟ କୁମ୍ପା — Small oil jar of leather; small leathern bottle
  • ଦେ. ବି — ସରୁ ମୁହାଁ ଛୋଟ ତେଲ ଘଡ଼ି — A small narrow necked oil-pot
  • ଦେ. ବି — ଘଡ଼ି ବାଣ — A kind of firework