କୁମ୍ପୁନି Kumpuni

  • ଗ୍ରାମ୍ୟ. ବି. (ଇଂ. କମ୍ପାନି) — କମ୍ପାନି (ଦେଖ) — kampāni (See)
  • ଗ୍ରାମ୍ୟ. ବି. (ଇଂ. କମ୍ପାନି) — କଟକରୁ ନିଜେ କୁମ୍ପୁନି ପଟାଲମ ଘେନି ଆସିବ। ପକୀରମୋହନ, ଛମାଣଆଠଗୁଣ୍ଠ।