କୁମୁଦ୍ Kumud

  • ସଂ. ବିଣ. (କୁ+ମୃଦ୍ ଧାତୁ+କର୍ତ୍ତୃ. କ୍ୱିପ୍) — ନିର୍ଦ୍ଦୟ — unkind
  • ସଂ. ବିଣ. (କୁ+ମୃଦ୍ ଧାତୁ+କର୍ତ୍ତୃ. କ୍ୱିପ୍) — ପ୍ରତିକୂଳ — Unfriendly
  • ସଂ. ବିଣ. (କୁ+ମୃଦ୍ ଧାତୁ+କର୍ତ୍ତୃ. କ୍ୱିପ୍) — ଲୋଭୀ — Avaricious
  • ସଂ. ବି — କୁମୁଦ; କଇଁ — White water-lily
  • ସଂ. ବି — ରକ୍ତ ପଦ୍ମ — Red lotus
  • ସଂ. ବି — ନାଲି କଇଁ; କୈରବ — Red water-lily
  • ଦେ. ଦବି. ଓ ବିଣ — କୁମଦ୍ (ଦେଖ) — Kumad (See)
  • ପ୍ରାଦେ. (ସମ୍ବଲପୁର) ବିଣ — କୁମେଦ୍ (ଦେଖ) — Kumed (See)