କୁମୁଦ୍ବତୀ Kumudbatī
- ସଂ. ବି. ସ୍ତ୍ରୀ. (କୁମୁଦ୍+ସମୂହାର୍ଥେ. ବତ୍+ସ୍ତ୍ରୀ. ଈ) — କୁମୁଦସମୂହ — A collection of lotuses
- ସଂ. ବି. ସ୍ତ୍ରୀ. (କୁମୁଦ୍+ସମୂହାର୍ଥେ. ବତ୍+ସ୍ତ୍ରୀ. ଈ) — କୁମୁଦଲତା — The lotus plant
- ସଂ. ବି. ସ୍ତ୍ରୀ. (କୁମୁଦ୍+ସମୂହାର୍ଥେ. ବତ୍+ସ୍ତ୍ରୀ. ଈ) — କୁମୁଦ ବନ — An assemblage of water-lilies
- ସଂ. ବି. ସ୍ତ୍ରୀ. (କୁମୁଦ୍+ସମୂହାର୍ଥେ. ବତ୍+ସ୍ତ୍ରୀ. ଈ) — କୁମୁଦ ନାଗର ଭଗ୍ନୀ ଓ କୁଶର ସ୍ତ୍ରୀ — Name of a wife of king Kuṡa