କୁମାରୀ Kumārī

  • ସଂ. ବି. ସ୍ତ୍ରୀ. (କୁମାର+ସ୍ତ୍ରୀ ଈ) — ଦୁର୍ଗା — Goddess Durgā
  • ସଂ. ବି. ସ୍ତ୍ରୀ. (କୁମାର+ସ୍ତ୍ରୀ ଈ) — ଅବିବାହିତା ବାଳିକା — Maiden; a miss
  • ସଂ. ବି. ସ୍ତ୍ରୀ. (କୁମାର+ସ୍ତ୍ରୀ ଈ) — ଝିଅ; କନ୍ଯା — Daughter
  • ସଂ. ବି. ସ୍ତ୍ରୀ. (କୁମାର+ସ୍ତ୍ରୀ ଈ) — 10 ଠାରୁ 12 ବର୍ଷିୟା ବାଳିକା — 10ଠାରୁ12ବର୍ଷିୟା ବାଳିକା— . Girl between the ages of 10 and 12
  • ସଂ. ବି. ସ୍ତ୍ରୀ. (କୁମାର+ସ୍ତ୍ରୀ ଈ) — ଷୋଡ଼ଶବର୍ଷୀୟା ଯୁବତୀ — A 16 years old girl
  • ସଂ. ବି. ସ୍ତ୍ରୀ. (କୁମାର+ସ୍ତ୍ରୀ ଈ) — ଘୃତ କୁମାରୀ; ଘିକୁଆରି ଗୁଳ୍ମ — Indian Aloe
  • ସଂ. ବି. ସ୍ତ୍ରୀ. (କୁମାର+ସ୍ତ୍ରୀ ଈ) — ଛନ୍ଦୋବିଶେଷ — A sanskrit metre
  • ସଂ. ବି. ସ୍ତ୍ରୀ. (କୁମାର+ସ୍ତ୍ରୀ ଈ) — ରାଗିଣୀବିଶେଷ — A tune of Hindu-music
  • ସଂ. ବି. ସ୍ତ୍ରୀ. (କୁମାର+ସ୍ତ୍ରୀ ଈ) — ପରୀକ୍ଷିତଙ୍କ ପୁତ୍ର ଭୀମସେନଙ୍କ ପତ୍ନୀ — Name of the wife of king Bhīmasena
  • ସଂ. ବି. ସ୍ତ୍ରୀ. (କୁମାର+ସ୍ତ୍ରୀ ଈ) — ଭାରତବର୍ଷର ମଧ୍ୟଭାଗ — Central India
  • ସଂ. ବି. ସ୍ତ୍ରୀ. (କୁମାର+ସ୍ତ୍ରୀ ଈ) — ସୀତାଙ୍କର ନାମବିଶେଷ — A name of Sītā
  • ସଂ. ବି. ସ୍ତ୍ରୀ. (କୁମାର+ସ୍ତ୍ରୀ ଈ) — ଦୁର୍ଗାଙ୍କର ନାମ — A name of Durgā