କୁମାରଭୃତ୍ୟା Kumārabhṛutyā

  • ସଂ. ବି.—(କୁମାର+ଭୃ ଧାତୁ=ପୋଷଣ କରିବା+ ଭାବ. ଯ+ଆ) — ଶିଶୁ ବାଳକମାନଙ୍କର ଚର୍ଯ୍ୟା — Care of young boys
  • ସଂ. ବି.—(କୁମାର+ଭୃ ଧାତୁ=ପୋଷଣ କରିବା+ ଭାବ. ଯ+ଆ) — ପ୍ରସୂତୀ ଓ ଗର୍ଭିଣୀମାନଙ୍କର ଚର୍ଯ୍ୟା — Mid-wifery
  • ସଂ. ବି.—(କୁମାର+ଭୃ ଧାତୁ=ପୋଷଣ କରିବା+ ଭାବ. ଯ+ଆ) — ବାଳଚିକିତ୍ସା — Treatment of infants