କୁମାରିକା Kumārikā
- ସଂ. ବି. (କୁମାର+କ+ଆ) — ଭାରତର ଦକ୍ଷିଣସ୍ଥ ଅନ୍ତରୀପ — Cape Comorin
- ସଂ. ବି. (କୁମାର+କ+ଆ) — କୁମାରୀ — A virgin
- ସଂ. ବି. (କୁମାର+କ+ଆ) — 10 ଠାରୁ ଦ୍ୱାଦଶ ବର୍ଷୀୟା ବାଳିକା; 12 ବର୍ଷର ବାଳିକା — 10ଠାରୁ ଦ୍ୱାଦଶ ବର୍ଷୀୟା ବାଳିକା;12ବର୍ଷର ବାଳିକା— . A girl from 10 to 12 years of age
- ସଂ. ବି. (କୁମାର+କ+ଆ) — ଶିଶୁକନ୍ଯା — Female child
- ସଂ. ବି. (କୁମାର+କ+ଆ) — ଦୁର୍ଗା — Durgā
- ସଂ. ବି. (କୁମାର+କ+ଆ) — ସୀତା — Sītā
- ସଂ. ବି. (କୁମାର+କ+ଆ) — ବଡ଼ ଅଳାଇଚ — large cardamum
- ସଂ. ବି. (କୁମାର+କ+ଆ) — ନବମଲ୍ଲିକା; ନିଆଳି ଫୁଲ — A kind of Jasmine