କୁମାରିଲ୍ଲ ଭଟ୍ଟ Kumārilla bhaṭṭa

  • ଦେ. ବି. (ନାମ) — ଜନୈକ ହିନ୍ଦୁ ଧର୍ମ-ସଂସ୍କାରକ — A Hindu religious reformer
  • ଦେ. ବି. (ନାମ) — [ଦ୍ର—ଦାକ୍ଷିଣାତ୍ୟବାସୀ ଜନୈକ ମୈଥିଳ ବ୍ରାହ୍ମଣ; ଖ୍ରୀଷ୍ଟୀୟ 7 ମ ଶତାଦ୍ଦୀରେ ଜନ୍ମ ଗ୍ରହଣ କରିଥିଲେ, ବୌଦ୍ଧଧର୍ମ ଦମନ ନିମନ୍ତେ ଏ ସ୍ୱୀୟ ପ୍ରତିଭା ବଳରେ ବହୁ ତର୍କ ବିତର୍କ କରି ବୈଦିକ ଧର୍ମର ଶ୍ରେଷ୍ଠତା ପ୍ରତିପାଦନ କରିଥିଲେ। ଏହାଙ୍କ ପ୍ରଣୀତ ପୂର୍ବମୀମାଂସାର ଭାଷ୍ୟ ଏବଂ ବେଦତତ୍ତ୍ୱସମ୍ବନ୍ଧୀୟ ବ୍ୟାଖ୍ୟା ପ୍ରତିଭାର ପରିଚାୟକ।] — [ଦ୍ର—ଦାକ୍ଷିଣାତ୍ୟବାସୀ ଜନୈକ ମୈଥିଳ ବ୍ରାହ୍ମଣ; ଖ୍ରୀଷ୍ଟୀୟ7ମ ଶତାଦ୍ଦୀରେ ଜନ୍ମ ଗ୍ରହଣ କରିଥିଲେ, ବୌଦ୍ଧଧର୍ମ ଦମନ ନିମନ୍ତେ ଏ ସ୍ୱୀୟ ପ୍ରତିଭା ବଳରେ ବହୁ ତର୍କ ବିତର୍କ କରି ବୈଦିକ ଧର୍ମର ଶ୍ରେଷ୍ଠତା ପ୍ରତିପାଦନ କରିଥିଲେ ଏହାଙ୍କ ପ୍ରଣୀତ ପୂର୍ବମୀମାଂସାର ଭାଷ୍ୟ ଏବଂ ବେଦତତ୍ତ୍ୱସମ୍ବନ୍ଧୀୟ ବ୍ୟାଖ୍ୟା ପ୍ରତିଭାର ପରିଚାୟକ]