କୁମଦ Kumada

  • ଦେ. ବି. (ସଂ. ଆମୋଦ) — ସୁଗନ୍ଧ; ମଧୁର ଗନ୍ଧ — Mild sweet smell; fragrance
  • ବିଣ. — ସୁବାସିତ — Fragrant
  • ପ୍ରାଦେ. (ସମ୍ବଲପୁର) ବିଣ. — (ଚନ୍ଦ୍ର କିରଣରେ କୁମୁଦ ପରି) ପ୍ରସନ୍ନ; ହର୍ଷୋତ୍ଫୁଲ୍ଲ — Delighted; elated with joy