କୁବ୍ଜିକା Kubjikā

  • ସଂ. ବି. (କୁବ୍ଜ+କ+ସ୍ତ୍ରୀ. ଆ) — ଅଷ୍ଟମ ବର୍ଷୀୟା କୁମାରୀ; ଗୌରୀକନ୍ଯା — An unmarried girl eight years of age
  • ସଂ. ବି. (କୁବ୍ଜ+କ+ସ୍ତ୍ରୀ. ଆ) — ଦେବୀବିଶେଷ — A Goddess