କୁମନ୍ତ୍ର Kumantra

  • ସଂ. ବି.—(କର୍ମଧା; କୁ+ମନ୍ତ୍ର) — ମନ୍ଦ ପରାମର୍ଶ — Bad or evil advice
  • ସଂ. ବି.—(କର୍ମଧା; କୁ+ମନ୍ତ୍ର) — ପରର ଅନିଷ୍ଟସାଧନ ମନ୍ତ୍ର — A charm used to injure others