କୁଭୃତ୍ Kubhṛut

  • ସଂ. ବି. (କୁ=ପୃଥିବୀ=ଭୃ ଧାତୁ=ଧାରଣ କରିବା+କର୍ତ୍ତୃ. କ୍ୱିପ୍) — ରାଜା — King
  • ସଂ. ବି. (କୁ=ପୃଥିବୀ=ଭୃ ଧାତୁ=ଧାରଣ କରିବା+କର୍ତ୍ତୃ. କ୍ୱିପ୍) — ପର୍ବତ — Mountain