କୁନ୍ଦର Kundara

  • ସଂ. ବି. (କୁଂ=ପୃଥିବୀକୁ+ ଦୃ ଧାତୁ= ବିଦାରଣ କରିବା+ କର୍ତ୍ତୃ. ଅ; ବରାହ ଅବତାରରେ ପୃଥିବୀକୁ ବିଦାରଣ କରିଥିବାରୁ) — ବିଷ୍ଣୁ — An epithet of Bishṇu
  • ସଂ. ବି. (କୁଂ=ପୃଥିବୀକୁ+ ଦୃ ଧାତୁ= ବିଦାରଣ କରିବା+ କର୍ତ୍ତୃ. ଅ; ବରାହ ଅବତାରରେ ପୃଥିବୀକୁ ବିଦାରଣ କରିଥିବାରୁ) — ତୃଣବିଶେଷ — A kind of grass