କୁନ୍ଦନକାମ Kundanakāma

  • ଦେ. ବି. (ସଂ. କୁନ୍ଦନ) — ସୁନାର ଅଳଙ୍କାର ଉପରେ ବହୁମୂଲ୍ୟ ରତ୍ନାଦି ବସାଯିବା କାରିଗରି — Work of artistic setting of gems on gold
  • ଦେ. ବି. (ସଂ. କୁନ୍ଦନ) — [ଦ୍ର—ଦାକ୍ଷିଣାତ୍ୟର ବଣିଆମାନଙ୍କର କୁନ୍ଦନକାମ ଭାରତ— ପ୍ରସିଦ୍ଧ।]