କୁନ୍ଦନ ସୁନା Kundana sunā
- ଦେ. ବି. (ବଣିଆ ଶବ୍ଦ) — ବିଶୁଦ୍ଧ ସୁନାର ତାରକୁ ପାତଳା ପତ୍ର କରି ସେଥିରେ ଘସି ପାଉଁଶ ଓ ତେନ୍ତୁଳି ରସ ଓ ମସଲାଦ୍ୱାରା ପୁଟ ଦେଇ ତତ୍ପରେ 108 ଥର ବିଶୁଦ୍ଧ ଜଳରେ ଧୋଇଲେ ଯେଉଁ ସୁନା ହୁଏ — ବିଶୁଦ୍ଧ ସୁନାର ତାରକୁ ପାତଳା ପତ୍ର କରି ସେଥିରେ ଘସି ପାଉଁଶ ଓ ତେନ୍ତୁଳି ରସ ଓ ମସଲାଦ୍ୱାରା ପୁଟ ଦେଇ ତତ୍ପରେ108ଥର ବିଶୁଦ୍ଧ ଜଳରେ ଧୋଇଲେ ଯେଉଁ ସୁନା ହୁଏ— Very pure gold prepared by burning very fine foil of gold and washing it well
- ଦେ. ବି. (ବଣିଆ ଶବ୍ଦ) — କୁନ୍ଦନ ସୁନା କଳେବର, ଝଲକ ଝୀନ ନୀଳାମ୍ବର। ଭୂପତି, ପ୍ରେମପଞ୍ଚାମୃତ।