କୁଦାଳ Kudāḻa

  • ସଂ. ବି—(କୁ=ଭୂମି+ଦଳ ଧାତୁ=ବିଦାରଣ କରିବା+କର୍ତ୍ତୃ. ଅ) — ଭୂମି କାଟିବା ଶସ୍ତ୍ର; କାଙ୍କ, କୋଦାଳ, କୋଡ଼ି ଆଦି — A digging hoe; a spade
  • ସଂ. ବି—(କୁ=ଭୂମି+ଦଳ ଧାତୁ=ବିଦାରଣ କରିବା+କର୍ତ୍ତୃ. ଅ) — କଞ୍ଚନ (ଗଛ) — Bouhinia Variegata (tree)