କୁଦାକୁଦା Kudākudā
- ଦେ. ଅ (ବହୁବଚନରେ ଦ୍ୱିତ୍ୱ) — ସ୍ତୂପୀକୃତ; ରାଶୀକୃତ — Heaped up; huddled up
- ଦେ. ଅ (ବହୁବଚନରେ ଦ୍ୱିତ୍ୱ) — ବହୁ ଗଦା; କୁଢ଼କୁଢ଼ ହୋଇ — In heaps
- ଦେ. ଅ (ବହୁବଚନରେ ଦ୍ୱିତ୍ୱ) — କୁଦାକୁଦା ହୋଇ ମରି ପଡ଼ିଲେ ହାତୀ—କୃଷ୍ଣସିଂହ, ମହାଭାରତ, ବନ।
- ଦେ. ଅ (ବହୁବଚନରେ ଦ୍ୱିତ୍ୱ) — ଦଳଦଳ ହୋଇ — Gathered in flocks; packed together
- ଦେ. ଅ (ବହୁବଚନରେ ଦ୍ୱିତ୍ୱ) — ଖୋଜି ଖୋଜି ପୁଞ୍ଜ ପୁଞ୍ଜ କୁଦାକୁଦା ହୋନ୍ତି। ପୀତାମ୍ବର, ନୃସିହଂପୁରାଣ।