କୁଦାରି Kudāri

  • ପ୍ରାଦେ. (ସମ୍ବଲପୁର) ବି. (ସଂ. କୁଦାର) ଭୂମି କାଟିବା ଅସ୍ତ୍ର — An one-sided pickaxe
  • ପ୍ରାଦେ. (ସମ୍ବଲପୁର) ବି. (ସଂ. କୁଦାର) [ଦ୍ର—ଏହା ଲୌହନିର୍ମିତ ଏକମୁହାଁ ଲମ୍ବ ଅସ୍ତ୍ର; ଗଇନ୍ତି ପରି। ଏହାର ମୁହଁ ମୁନିଆଁ; ଗଇନ୍ତିର ଦୁଇଟି ମୁହଁ, କିନ୍ତୁ କୁଦାରର ଗୋଟିଏ ମୁହଁ ସରୁଆ ଓ ମୁନିଆଁ।]