କୁଦିଆ Kudiā

  • ଦେ. ବିଣ. (ସଂ. କକୁଦ୍) — ଢିପଥିବା (ସ୍ଥାନ) — (A place) full of mounds or dunes
  • ଦେ. ବିଣ. (ସଂ. କକୁଦ୍) — ବଡ଼ ଚୂଳ ଥିବା (ବୃକ୍ଷ, ଉଷ୍ଟ୍ରାଦି) — (Camel or bull) with a big hump or hunch