କୁଠାରୀ Kuṭhārī

  • ସଂ. ବି.—(କୁଠାର+ଈ) — କୁରାଢ଼ି — Axe
  • ଦେ. ବି. (ସଂ. କୋଟ୍ଟପାଳ) — କୋଷାଧ୍ୟକ୍ଷ; ଭଣ୍ଡାରରକ୍ଷକ — Treasurer
  • ଦେ. ବି. (ସଂ. କୋଟ୍ଟପାଳ) — ଦେବତାଙ୍କର ଅଳଙ୍କାର ଓ ବସ୍ତ୍ରାଦିର ରକ୍ଷକ ସେବକ — A temple-servant in charge of the ornaments and wardrobe of a deity