କୁଠାରପାଣି Kuṭhārapāni

  • ସଂ. ବି. (ବହୁବ୍ରୀହି; କୁଠାର+ପାଣି; ଶବରମାନେ ବଣରୁ କାଠ କାଟିବା ପାଇଁ ସର୍ବଦା କୁରାଢ଼ି ବା ଟାଙ୍ଗିଆ ଧରୁ ଥିବାରୁ ଏହି ନାମ) — ଶବର — A caste of woodmen