କୁଠିଆ Kuṭhiā

  • ପ୍ରାଦେ. (ସମ୍ବଲପୁର; ବାଲେଶ୍ୱର) ବି — କୋଠିଆ; ହଳିଆ— ଚାକର — A plough-man-servant
  • ପ୍ରାଦେ. (ସମ୍ବଲପୁର; ବାଲେଶ୍ୱର) ବି — ସାନ ହଳୁଆ; ହଳିଆ ଟୋକା — A plough-boy