କୁଠାରାଘାତ Kuṭhārāghāta

  • ସଂ. ବି. ( 3 ୟା ତତ୍; କୁଠାର+ଆଘାତ) — କୁରାଢ଼ିଦ୍ୱାରା ଚୋଟ — A blow by an axe
  • ସଂ. ବି. ( 3 ୟା ତତ୍; କୁଠାର+ଆଘାତ) — କୁରାଢ଼ୀଦ୍ୱାରା ହଣା — Cutting by the axe
  • ସଂ. ବି. ( 3 ୟା ତତ୍; କୁଠାର+ଆଘାତ) — (ଲକ୍ଷଣାର୍ଥ) ସମୂଳେ ବିନାଶ — (figurative) Radical destriction (as of a tree by the axe); great injury to a cause
  • ସଂ. ବି. ( 3 ୟା ତତ୍; କୁଠାର+ଆଘାତ) — (ଯଥା—ମୋର ଭବିଷ୍ୟତ୍ ଆଶା ଉପରେ କୁଠାରାଘାତ ହେଲା।)