କୁଟଣୀ Kuṭaṇī

  • ଦେ. ବି. ସ୍ତ୍ରୀ. (ସଂ. କୁଟ୍ଟନୀ) — କୁଟୁତୁଣୀ (ଦେଖ) — Kuṭutuṇī (See)
  • ଦେ. ବି. ସ୍ତ୍ରୀ. (ସଂ. କୁଟ୍ଟନୀ) — ବେଶ୍ୟା; ନଷ୍ଟା ସ୍ତ୍ରୀ — Adulteress
  • ଦେ. ବି. ସ୍ତ୍ରୀ. (ସଂ. କୁଟ୍ଟନୀ) — ଯେ ପର ପୁରୁଷ ନିକଟରେ ଅନ୍ଯ ସ୍ତ୍ରୀ ଆଣି ଯୁଟାଏ; ଦୂତୀ — A bawd; a procuress
  • ଦେ. ବି. ସ୍ତ୍ରୀ. (ସଂ. କୁଟ୍ଟନୀ) — ଢିଙ୍କିର ଭରାଣ୍ଡି; ଯେଉଁ ଗାତରେ ଢିଙ୍କିରେ କୁଟା ହେବା ପାଇଁ ବସ୍ତୁମାନ ଭରା ଯାଏ — The receiving hole in which things are put to be pounded by a husking jack
  • ଦେ. ବି. ସ୍ତ୍ରୀ. (ସଂ. କୁଟ୍ଟନୀ) — ଢିଙ୍କିର ପୁଆ ବା ପାହାର — The pestle of a Ḍhiṅki