କୁଟଣା Kuṭaṇā

  • ଦେ. ବି. ଫୁ. (ସଂ. କୁଟ୍ଟନ) — ଭଡ଼ୁଆ; ଯେ ପରପୁରୁଷକୁ ସ୍ତ୍ରୀ ଯୋଗାଏ — A bawd; A procurer; a pander
  • ଦେ. ବି. ଫୁ. (ସଂ. କୁଟ୍ଟନ) — ବେଶ୍ୟାପତି; ଯେଉଁ ବ୍ଯକ୍ତି ଆପଣା ସ୍ତ୍ରୀକୁ ପରପୁରୁଷ ନିକଟରେ ଜୁଟାଏ — A person who procures his wife for the enjoyment of other persons