କୁଟଙ୍କକ Kuṭaṅkaka

  • ସଂ. ବି. (କୁଟଙ୍କ+କ) — ଦହିଖୁଆର ଖୁଣ୍ଟ; ମନ୍ଥନ— ସ୍ତମ୍ଭ — The post round which the string of the milk-churner passes (Apte)
  • ସଂ. ବି. (କୁଟଙ୍କ+କ) — କୁଡ଼ିଆ; କୁଟୀର — Hut; cottage (Apte)