କୁଟଜ Kuṭaja
- ସଂ. ବି. (କୁ଼ଟ=ଗିରିଶୃଙ୍ଗ+ଜନ୍ ଧାତୁ=ଜନ୍ମିବା+ କର୍ତ୍ତୃ. ଅ) — ଗିରିମଲ୍ଲିକା; ଇନ୍ଦ୍ରଜବ; ପିତାକୋରୁଆ — A creeper; Wrightea Antidysenterica
- ସଂ. ବି. (କୁ଼ଟ=ଗିରିଶୃଙ୍ଗ+ଜନ୍ ଧାତୁ=ଜନ୍ମିବା+ କର୍ତ୍ତୃ. ଅ) — ଦ୍ରୋଣଙ୍କ ନାମ — A name of Droṇa
- ସଂ. ବି. (କୁ଼ଟ=ଗିରିଶୃଙ୍ଗ+ଜନ୍ ଧାତୁ=ଜନ୍ମିବା+ କର୍ତ୍ତୃ. ଅ) — ଅଗସ୍ତ ଋଷି (କୁମ୍ଭରୁ ଜାତ ହୋଇଥିବାରୁ) — A name of sage Agastya
- ସଂ. ବି — ପର୍ବତରୁ ଜାତ — Produced from a mountain
- ସଂ. ବି — ବୃକ୍ଷରୁ ଉତ୍ପନ୍ନ — Born of a tree