କୁଞ୍ଜର Kun̄jara

  • ସଂ. ବି. ଫୁ. (କୁଞ୍ଜ=ହସ୍ତିଦନ୍ତ+ଅଛି ଅର୍ଥରେ. ର) — ହସ୍ତୀ; ହାତୀ — Elephant
  • ସଂ. ବି. ଫୁ. (କୁଞ୍ଜ=ହସ୍ତିଦନ୍ତ+ଅଛି ଅର୍ଥରେ. ର) — କେଶ — Hair
  • ସଂ. ବି. ଫୁ. (କୁଞ୍ଜ=ହସ୍ତିଦନ୍ତ+ଅଛି ଅର୍ଥରେ. ର) — ଦେଶବିଶେଷ — Name of a country
  • ସଂ. ବି. ଫୁ. (କୁଞ୍ଜ=ହସ୍ତିଦନ୍ତ+ଅଛି ଅର୍ଥରେ. ର) — [ଦ୍ର—ଅନ୍ଯ କୌଣସି ପ୍ରାଣିବାଚକ ଶବ୍ଦ ସଙ୍ଗେ ଲାଗିଲେ ଏହା 'ଶ୍ରେଷ୍ଠ' ଏହି ଅର୍ଥ ପ୍ରକାଶ କରେ; (ଯଥା—ବୀରକୁଞ୍ଜର; ନରକୁଞ୍ଜର।]