କୁଞ୍ଜଭାଡ଼ୁଆ Kun̄jabhāṛḍ̠uā

  • ଦେ. ବି — ଅତି ନିର୍ଲଜ୍ଜ ବ୍ଯକ୍ତି (ଭାଡ଼ୁଆଠାରୁ ମଧ୍ୟ ନିର୍ଲଜ୍ଜ) — A very shameless person (more shameless than a bawd)
  • ଦେ. ବି — ଯେଉଁ ବ୍ଯକ୍ତି ପ୍ରକାଶ୍ୟଭାବରେ ଜାର ନିକଟରେ ପରସ୍ତ୍ରୀ ଜୁଟାଇବା ବୃତ୍ତି ଅବଲମ୍ବନ କରିଥାଏ — A professional bawd
  • ଦେ. ବି — ଯେଉଁ ବ୍ଯକ୍ତି ଗୋଟିଏ ଗୃହ ବା କୁଞ୍ଜକୁ ସୁସଜ୍ଜିତ କରି ଜାରମାନଙ୍କ ସମ୍ଭୋଗାର୍ଥ ସେଥିରେ ଗୁଡ଼ିଏ ବେଶ୍ୟା ରଖାଇ ବେଶ୍ୟାବୃତ୍ତିଲବ୍ଧ ଅର୍ଥରେ ଜୀବିକାନିର୍ବାହ କରେ — The owner of a house of ill fame; a Bawd house-keeper; a brothel-keeper; a person who makes a living by maintaining a brothel