କୁଞ୍ଜବିହାରୀ ପଟ୍ଟନାୟକ Kun̄jabihārī Paṭṭanāyaka
- ଦେ.ବି (ନାମ) — ଜନୈକ ଉତ୍କଳୀୟ ପ୍ରାଚୀନ କବି — An ancient poet of Orissa
- ଦେ.ବି (ନାମ) — [ଦ୍ର— କବି ବୈଷ୍ଣବ ଧର୍ମାବଲମ୍ବୀ ଥିଲେ। 'କୁଞ୍ଜବିହାର' ନାମକ କାବ୍ୟ ଏହାଙ୍କଦ୍ୱାରା ରଚିତ। ଏ ସପ୍ତଦଶ ଶତାଦ୍ଦୀରେ ଜୀବିତ ଥିଲେ। ତାରିଣୀଚରଣ, ଉତ୍କଳ ସାହିତ୍ୟ ଇତିହାସ।]